Satyaranjan's Post

ଓଡ଼ିଶା ଯେଉଁଠି ଚିଲିକା ର ଜଳରେ ଅଛି ଶାନ୍ତି ର ସ୍ବର, ଚନ୍ଦ୍ରଭାଗା ର ସୂର୍ଯ୍ୟ ରେ ଅଛି ଉତ୍ସବ ର ଜ୍ଵଳା। ଧାନ କ୍ଷେତ ରେ ହଳ ଚଲାଉଥିବା ହାତ ରେ ଅଛି ମାଟି ର ମମତା, ଓ ସେ ହାତ ମଧ୍ୟ ଲେଖୁଥାଏ ଏ ଜମି ର ଗାଥା। > ଯେଉଁଠି ସମ୍ବଲପୁରୀ ଶାଢ଼ି ର ରଙ୍ଗ ରେ ଅଛି ଗାଁ ର ହସ, ଓଡିଶୀ ର ତାଳ ରେ ଅଛି ମାଆ ମାଟି ର ନୃତ୍ୟ ଗତି। ରସଗୋଲା ର ମିଠା ଲାଗି ଶିଶୁ ର ମୁହଁ ଫୁଲିଯାଏ ହସରେ, ପଖାଳ ର ହାଣ୍ଡି ରେ ଲୁଚି ଅଛି ଏ ଜୀବନ ର ଶିତଳ ଗୀତି। >ଯେଉଁଠି ପାଇକ ର ଦୂର୍ଦ୍ଦମ ସାହସ ଏ ମାଟି କୁ ଦେଇଛି ଗର୍ବ ର ଚିହ୍ନ, ଓ ମୋ ପ୍ରଭୁ ଜଗନ୍ନାଥ ଙ୍କ ଦୃଷ୍ଟି ରେ ଅଛି ସମସ୍ତ ଓଡ଼ିଆ ର ଆଶା। ତାଙ୍କ ଚକ୍ର ଘୁରୁଥିବା ପରି, ଘୁରୁଛି ଆମ ଉତ୍ସାହ, ଆମ ସଂସ୍କୃତି। ମୋ ପ୍ରଭୁ ଜଗନ୍ନାଥ ଙ୍କ ଚକ୍ର ରେ ଘୁରୁଛି ଏ ଓଡ଼ିଆ ର ଅସ୍ମିତା। ଏ ଉତ୍କଳ ଜନନୀ ନୁହେଁ କେବଳ ଏକ ଭୂମି — ସେ ହେଉଛି ଏକ ଭାବନା, ଏକ ଜୀବନ ଗୀତ, ଏକ ଅଭିମାନ। ବନ୍ଦେ ଉତ୍କଳ ଜନନୀ 🙏🌸 #UtkalDiwas #ଜୟ_ଜଗନ୍ନାଥ୍ #ବନ୍ଦେଉତ୍କଳଜନନୀ #OdishaBira #NeuralSatya #OdiaSanskriti #PakhalaRasogola#ଓଡ଼ିଆ#ଉତ୍କଳଦିବସ #ଉତ୍କଳ

  • 6.5K 17
  • 348 Followers
  • 46 Posts
  • 313 Average Likes
  • 90.55% Eng. Rate

This post was published on 01st April, 2025 by Satyaranjan on his Instagram handle "@neuralsatya (Neural Satya)". Satyaranjan has total 348 followers on Instagram and has a total of 46 post.This post has received 6.5K Likes which are greater than the average likes that Satyaranjan gets. Satyaranjan receives an average engagement rate of 90.55% per post on Instagram. This post has received 17 comments which are greater than the average comments that Satyaranjan gets. Overall the engagement rate for this post was lower than the average for the profile. #OdishaBira #UtkalDiwas #OdiaSanskriti #NeuralSatya #PakhalaRasogola has been used frequently in this Post.

Satyaranjan's Post

Recent Posts

Hidden 4 04-06-2025
Hidden 5 04-06-2025
Hidden 4 02-06-2025
Hidden 6 02-06-2025
Hidden 8 01-06-2025
Hidden 7 30-05-2025
348 8 30-05-2025
1.6K 10 29-05-2025
Hidden 8 29-05-2025
Hidden 8 28-05-2025
1.8K 21 27-05-2025
Hidden 6 26-05-2025
3.0K 66 24-05-2025
Hidden 10 22-05-2025
Hidden 11 09-05-2025
Hidden 4 02-05-2025
Hidden 4 29-04-2025
Hidden 10 29-04-2025
Hidden 4 28-04-2025
Hidden 10 25-04-2025
Hidden 0 25-04-2025
Hidden 0 21-04-2025
Hidden 6 17-04-2025
Hidden 2 14-04-2025
Hidden 2 12-04-2025
Hidden 4 10-04-2025
Hidden 2 08-04-2025
Hidden 8 06-04-2025
Hidden 4 05-04-2025
Hidden 0 03-04-2025
Hidden 4 02-04-2025
875 2 31-03-2025
Hidden 0 31-03-2025
Hidden 3 30-03-2025
Hidden 4 30-03-2025
Hidden 4 30-03-2025
Hidden 0 15-03-2025
22 3 26-02-2025
Hidden 0 11-11-2024
34 7 09-11-2024
32 0 07-11-2024
28 2 05-11-2024
28 2 05-11-2024
32 2 04-11-2024
28 1 03-11-2024